Read, copy, and download the Sindure Lekhide Maa lyrics LRC file, which provides synchronized music subtitles for the song Sindure Lekhide Maa by Mohammed Aziz from the album Mohammed Aziz. Our LRC file is created using the free "LRC File Maker" tool and matches the official length of the song, which is 04:37.52. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Sindure Lekhide Maa]
[ar:Mohammed Aziz]
[al:Mohammed Aziz]
[lang:English]
[length:04:37.52]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:25.23]ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
[00:30.67]ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
[00:36.69]ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ
[00:43.27]ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ
[00:49.56]ମାଆ ତାରିଣୀ କରିବ ଦୂରଲୋ, ସବୁ ସଙ୍କଟ, ସବୁ ସଙ୍କଟ
[00:59.32]ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
[01:05.71]ପାଟଲୋ ପାଟ
[01:08.30]♪
[01:36.21]ସଙ୍କଟ ହାରିଣୀ ବୋଲି ନାଁ ତାର ହେଲା ତାରିଣୀ
[01:44.26]ବିପଦରେ ଆପଦରେ ମାଆ ପରା ହିତ ତାରିଣୀ
[01:58.72]ହୋ, ସଙ୍କଟ ହାରିଣୀ ବୋଲି ନାଁ ତାର ହେଲା ତାରିଣୀ
[02:07.08]ବିପଦରେ ଆପଦରେ ମାଆ ପରା ହିତ ତାରିଣୀ
[02:14.44]ସେ ବିପଦ ବେଳରେ ତୋର ଲୋ, ଦାଣ୍ଡ କବାଟ
[02:21.48]ଦାଣ୍ଡ କବାଟ
[02:23.57]ଗୋଟା ନଡିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
[02:30.52]ପାଟଲୋ ପାଟ
[02:33.02]♪
[03:00.94]ଭକତର ନଡ଼ିଆକୁ ଦୂରେ ଥାଇ ନିଏ ତାରିଣୀ
[03:08.45]ଯେଉଁ ଗାଡ଼ିବାଲା ହେଉ ନେବାପାଇଁ ମନା କରେନି
[03:22.97]ହୋ, ଭକତର ନଡ଼ିଆକୁ ଦୂରେ ଥାଇ ନିଏ ତାରିଣୀ
[03:31.08]ଯେଉଁ ଗାଡ଼ିବାଲା ହେଉ ନେବାପାଇଁ ମନା କରେନି
[03:38.17]ସେ ଦୂରେ ଥାଉ ପଛେ ଲାଗେ ଲୋ, ଅତି ନିକଟ
[03:45.25]ଅତି ନିକଟ
[03:47.45]ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
[03:52.82]ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
[03:59.01]ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ
[04:05.10]ତୁ ସିନ୍ଦୂରେ ଲେଖିଦେ ମାଆ, ମୁଁ ପଠେଇବି ଘଟଗାଁ
[04:10.96]ମାଆ ତାରିଣୀ କରିବ ଦୂରଲୋ, ସବୁ ସଙ୍କଟ, ସବୁ ସଙ୍କଟ
[04:20.03]ଗୋଟା ନଡ଼ିଆରେ ବାନ୍ଧିଲି ଚିତ୍ତ, ପାଟଲୋ ପାଟ
[04:26.96]ପାଟଲୋ ପାଟ
[04:29.38]ପାଟଲୋ ପାଟ, ପାଟଲୋ ପାଟ
[04:36.60]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Sindure Lekhide Maa by Mohammed Aziz
1. Who is the singer of "Sindure Lekhide Maa" song?
⇒ Mohammed Aziz has sung the song "Sindure Lekhide Maa".
2. Which album is the "Sindure Lekhide Maa" song from?
⇒ The song "Sindure Lekhide Maa" is from the album Mohammed Aziz.
3. In which language is the "Sindure Lekhide Maa" song composed?
⇒ The song "Sindure Lekhide Maa" is composed in the English language.
4. What is the official duration of the "Sindure Lekhide Maa" song?
⇒ The official duration of "Sindure Lekhide Maa" is 04:37.52.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Mohammed Aziz - Sindure Lekhide Maa