Read, copy, and download the Dhire Dhire Chal Gori lyrics LRC file, which provides synchronized music subtitles for the song Dhire Dhire Chal Gori by Mohammed Aziz from the album Mohammed Aziz. Our LRC file is created using the free "LRC File Maker" tool and matches the official length of the song, which is 04:23.08. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Dhire Dhire Chal Gori]
[ar:Mohammed Aziz]
[al:Mohammed Aziz]
[lang:English]
[length:04:23.08]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:27.20]ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[00:30.19]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[00:36.25]ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[00:39.41]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[00:42.06]ଛନ-ଛନ ବୟସ ତୋ ଚେହେରା କମାଲ୍
[00:45.42]ପବନଟା କରୁଚି ବୋବାଲ୍
[00:49.08]ଏ ଗୋରୀ ତୋର ଚୁନରି ସମ୍ଭାଲ୍
[00:52.13]ଏ ଗୋରୀ ତୋର ଚୁନରି ସମ୍ଭାଲ୍
[00:55.56]ହାଏ, ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[00:59.19]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[01:02.27]ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[01:05.36]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[01:08.68]♪
[01:45.51]ହସରୁ ତୋ ମଲ୍ଲି ଫୁଲ ଝରି ପଡୁଚି
[01:48.71]କଥାରୁ ତୋହର ପୁଣି ମହୁ ଝରୁଚି
[01:53.50]ଓ, ରୁଣୁଝୁଣୁ ବାଜେ ଯେବେ ପାଉଁଜି ତୋର
[01:57.86]ପାଉଁଜିର ତାଳେ-ତାଳେ ନାଚେ ମୟୁର
[02:01.02]ଅଠରକୁ ଛୁଇଁଲୁ ତୁ ସତର ଡେଇଁ
[02:04.17]ବଦଳିଗଲା କି ତୋର ଚାଲ୍
[02:07.84]ଏ ଗୋରୀ ତୋର ମନକୁ ସମ୍ଭାଲ୍
[02:10.68]ଏ ଗୋରୀ ତୋର ମନକୁ ସମ୍ଭାଲ୍
[02:14.87]ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[02:18.02]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[02:20.94]ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[02:24.15]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[02:27.25]♪
[03:04.36]କଜଳ, ସଜଳ ତୋର ଦୁଇ ନୟନ
[03:07.37]ଦିନରେ ସୁରୁଜ ସେ ତ ରାତିରେ ଜହ୍ନ
[03:12.97]ହାଏ, କଲିଜା ଦଉଚି ହାଣି ତୋ ଚାହାଣି
[03:16.75]ଚାହାଣି କହୁଚି ପୁଣି ପ୍ରେମ କାହାଣୀ
[03:19.84]ଅମାନିଆ ବୟସ ତୋ କଲା କିମିଆଁ
[03:22.71]ଉଡ଼େଇଲୁ ରେଶମୀ ରୁମାଲ
[03:26.51]ଏ ଗୋରୀ ତୋର ଚୁନରି ସମ୍ଭାଲ୍
[03:29.49]ଏ ଗୋରୀ ତୋର ଚୁନରି ସମ୍ଭାଲ୍
[03:33.16]ହାଏ, ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[03:36.72]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[03:39.66]ଧୀରେ-ଧୀରେ ଚାଲ୍ ଗୋରୀ, ଧୀରେ-ଧୀରେ ଚାଲ୍
[03:42.67]ଭଲନାହିଁ ଆଜିକାଲି ଦୁନିଆର ହାଲ୍
[03:45.79]ଛନ-ଛନ ବୟସ ତୋ ଚେହେରା କମାଲ୍
[03:48.79]ପବନଟା କରୁଚି ବୋବାଲ୍
[03:52.46]ଏ ଗୋରୀ ତୋର ଚୁନରି ସମ୍ଭାଲ୍
[03:55.30]ଏ ଗୋରୀ ତୋର ବୁନରି ସମ୍ଭାଲ୍
[03:58.53]ଏ ଗୋରୀ ତୋର ଚୁନରି ସମ୍ଭାଲ୍
[04:01.48]ଏ ଗୋରୀ ତୋର ଚୁନରି ସମ୍ଭାଲ୍
[04:04.91]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Dhire Dhire Chal Gori by Mohammed Aziz
1. Who is the singer of "Dhire Dhire Chal Gori" song?
⇒ Mohammed Aziz has sung the song "Dhire Dhire Chal Gori".
2. Which album is the "Dhire Dhire Chal Gori" song from?
⇒ The song "Dhire Dhire Chal Gori" is from the album Mohammed Aziz.
3. In which language is the "Dhire Dhire Chal Gori" song composed?
⇒ The song "Dhire Dhire Chal Gori" is composed in the English language.
4. What is the official duration of the "Dhire Dhire Chal Gori" song?
⇒ The official duration of "Dhire Dhire Chal Gori" is 04:23.08.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Mohammed Aziz - Dhire Dhire Chal Gori