Read, copy, and download the Boli De Re Kalia lyrics LRC file, which provides synchronized music subtitles for the song Boli De Re Kalia by Mohammed Aziz from the album Mohammed Aziz. Our LRC file is created using the free "LRC File Maker" tool and matches the official length of the song, which is 05:23.15. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Boli De Re Kalia]
[ar:Mohammed Aziz]
[al:Mohammed Aziz]
[lang:English]
[length:05:23.15]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:39.88]ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
[00:51.43]ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
[01:03.09]ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
[01:09.05]ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
[01:14.68]ଶେଷ ବେଳେ ମୋ ମୁହଁରେ
[01:20.60]ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
[01:31.40]♪
[01:55.83]ଛଅ ଖଣ୍ଡ କାଠ ଆଣି ତୋ ରଥରୁ କୋକେଇ ମୋ ବାନ୍ଧିଦବୁ
[02:07.40]କୋକେଇ ମୋ ବାନ୍ଧିଦବୁ
[02:12.99]ଖଣ୍ଡେ ଆଣି ତୋର ଖଣ୍ଡୁଆ ପାଟରୁ ଦେହରେ ମୋ ଢାଙ୍କିଦବୁ
[02:24.88]ଦେହରେ ମୋ ଢାଙ୍କିଦବୁ
[02:30.63]ଗାଇଦେ ରେ ପଡେ ଗୀତା ଭାଗବତ
[02:36.41]ଗାଇଦେ ରେ ପଡେ ଗୀତା ଭାଗବତ
[02:42.31]ଗଲା ବେଳେ ମୋ ପାଖରେ
[02:48.03]ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
[02:59.07]♪
[03:23.17]ଶବକୁ ମୋର ସ୍ୱର୍ଗଦ୍ୱାର ଯାଏଁ କାନ୍ଧେଇ ତୁ ନେଇଯିବୁ
[03:35.17]କାନ୍ଧେଇ ତୁ ନେଇଯିବୁ
[03:40.86]ରୋଷ ଘର ନିଆଁ ଆଣି ତୁ ଧନ ରେ ମୁହଁରେ ମୋ ନିଆଁ ଦବୁ
[03:52.69]ମୁହଁରେ ମୋ ନିଆଁ ଦବୁ
[03:58.42]ପୁଣ୍ୟ କରିଥିଲେ ବଇକୁଣ୍ଠପୁର
[04:04.28]ପୁଣ୍ୟ କରିଥିଲେ ବଇକୁଣ୍ଠପୁର
[04:10.17]ନେଇଯିବୁ ତୋ ଇଚ୍ଛାରେ
[04:15.78]ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
[04:27.37]ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
[04:39.03]ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
[04:44.88]ଦେ ତୋ ନିର୍ମାଲ୍ୟ, ଦେ ତୋ ତୁଳସୀ
[04:50.58]ଶେଷ ବେଳେ ମୋ ମୁହଁରେ
[04:56.29]ବୋଳିଦେ ରେ କାଳିଆ ବାସ ଚନ୍ଦନ ମୋ ମଥାରେ
[05:08.03]ବାସ ଚନ୍ଦନ ମୋ ମଥାରେ
[05:13.70]ବାସ ଚନ୍ଦନ ମୋ ମଥାରେ
[05:19.14]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Boli De Re Kalia by Mohammed Aziz
1. Who is the singer of "Boli De Re Kalia" song?
⇒ Mohammed Aziz has sung the song "Boli De Re Kalia".
2. Which album is the "Boli De Re Kalia" song from?
⇒ The song "Boli De Re Kalia" is from the album Mohammed Aziz.
3. In which language is the "Boli De Re Kalia" song composed?
⇒ The song "Boli De Re Kalia" is composed in the English language.
4. What is the official duration of the "Boli De Re Kalia" song?
⇒ The official duration of "Boli De Re Kalia" is 05:23.15.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Mohammed Aziz - Boli De Re Kalia