Read, copy, and download the Sata Janamara Sathi lyrics LRC file, which provides synchronized music subtitles for the song Sata Janamara Sathi by Mohammed Aziz from the album Mohammed Aziz. Our LRC file is created using the free "LRC File Maker" tool and matches the official length of the song, which is 05:21.94. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Sata Janamara Sathi]
[ar:Mohammed Aziz]
[al:Mohammed Aziz]
[lang:English]
[length:05:21.94]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:59.08]ସାତ ଆକାଶର ଜହ୍ନ ତୋରି ମୁହଁରେ
[01:06.99]ସାତ ସାଗରର ମୋତି ତୋରି ଦେହରେ
[01:12.83]ମୁଁ ସାତ ଯୁଗ ସାତ ଜନମ, ସାତ ଯୁଗ ସାତ ଜନମ
[01:21.10]ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ
[01:32.74]ସାତ ଆକାଶର ଜହ୍ନ ତୋରି ମୁହଁରେ
[01:40.53]ସାତ ସାଗରର ମୋତି ତୋରି ଦେହରେ
[01:47.61]♪
[02:14.08]ତୋ ହାତ ଧରି ବାଟ ଚାଲୁଥିଲେ
[02:21.61]ସାତ ପୃଥିବୀ ମୋତେ ଲାଗିବ ଛୋଟ
[02:28.05]ତୋ ପାଖେ ବସି କାହାଣୀ କହିଲେ
[02:36.42]ସାତ ରାମାୟଣ ମୋତେ ହେବ ନିଅଣ୍ଟ
[02:42.24]ମୁଁ ସାତ ବେଦୀ ସାତ ଚଉଠି, ସାତ ବେଦୀ ସାତ ଚଉଠି
[02:50.26]ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ
[03:01.72]ସାତ ଆକାଶର ଜହ୍ନ ତୋରି ମୁହଁରେ
[03:09.35]ସାତ ସାଗରର ମୋତି ତୋରି ଦେହରେ
[03:16.26]♪
[03:42.90]ତୋ ମନ ନେଇ ଭଲ ପାଉଥିଲେ
[03:50.09]ସାତ ଜୀବନର ପ୍ରେମ ଲାଗିବ ଊଣା
[03:57.90]ତୋ ପାଖେ ବସି ଗୀତ ଗାଉଥିଲେ
[04:04.82]ସାତ ସୁର-ଛନ୍ଦ ଊଣା ପଡ଼ିବ ଜଣା
[04:11.42]ମୁଁ ସାତ ଏନ୍ତୁଡ଼ି ସାତ ମଶାଣି, ସାତ ଏନ୍ତୁଡ଼ି ସାତ ମଶାଣି
[04:19.29]ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ
[04:30.12]ସାତ ଆକାଶର ଜହ୍ନ ତୋରି ମୁହଁରେ
[04:37.52]ସାତ ସାଗରର ମୋତି ତୋରି ଦେହରେ
[04:44.93]ମୁଁ ସାତ ଯୁଗ ସାତ ଜନମ, ସାତ ଯୁଗ ସାତ ଜନମ
[04:51.78]ପାରି ହେଇଯିବି ତୋ ପ୍ରେମ ଢେଉରେ, ତୋ ପ୍ରେମ ଢେଉରେ
[05:20.78]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Sata Janamara Sathi by Mohammed Aziz
1. Who is the singer of "Sata Janamara Sathi" song?
⇒ Mohammed Aziz has sung the song "Sata Janamara Sathi".
2. Which album is the "Sata Janamara Sathi" song from?
⇒ The song "Sata Janamara Sathi" is from the album Mohammed Aziz.
3. In which language is the "Sata Janamara Sathi" song composed?
⇒ The song "Sata Janamara Sathi" is composed in the English language.
4. What is the official duration of the "Sata Janamara Sathi" song?
⇒ The official duration of "Sata Janamara Sathi" is 05:21.94.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Mohammed Aziz - Sata Janamara Sathi