Read, copy, and download the Raja Kahe Rani lyrics LRC file, which provides synchronized music subtitles for the song Raja Kahe Rani by Mohammed Aziz from the album Mohammed Aziz. Our LRC file is created using the free "LRC File Maker" tool and matches the official length of the song, which is 06:49.32. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Raja Kahe Rani]
[ar:Mohammed Aziz]
[al:Mohammed Aziz]
[lang:English]
[length:06:49.32]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[01:04.34]ରାଜା କହେ ରାଣୀ ଶୁଣଲୋ କାହାଣୀ
[01:10.52]ସୀତା ରାମଙ୍କର ଅଲିଭା ବାଣୀ
[01:16.37]ରାଜା କହେ ରାଣୀ ଶୁଣଲୋ କାହାଣୀ
[01:22.18]ସୀତା ରାମଙ୍କର ଅଲିଭା ବାଣୀ
[01:27.87]ଯେତେ କରିଲେ କରମ
[01:30.66]ଯେତେ କରିଲେ ଧରମା
[01:33.64]ଯେତେ କରିଲେ କରମ
[01:36.26]ଯେତେ କରିଲେ ଧରମ
[01:39.18]ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ
[01:45.62]ସତ ମୁଁ କହୁଚି ତୋ ରାଣ ଖାଉଚି
[01:57.20]ସତ ମୁଁ କହୁଚି ତୋ ରାଣ ଖାଉଚି
[02:55.37]କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
[03:00.77]ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
[03:11.93]କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
[03:17.54]ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
[03:22.75]ବସାଇ ନାଆରେ ନେଲା ସେ ବାହିରେ
[03:35.18]ବସାଇ ନାଆରେ ନେଲା ସେ ବାହିରେ
[04:32.31]ଜନମେ ରାମନାମ, ମରଣରେ ଶ୍ରୀରାମ
[04:37.81]ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
[04:48.84]ଜନମେ ରାମନାମ, ମରଣରେ ଶ୍ରୀରାମ
[04:54.17]ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
[05:00.43]ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
[05:12.03]ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
[05:23.42]ରାଜା କହେ ରାଣୀ ଶୁଣଲୋ କାହାଣୀ
[05:29.28]ସୀତା ରାମଙ୍କର ଅଲିଭା ବାଣୀ
[05:35.08]ରାଜା କହେ ରାଣୀ ଶୁଣଲୋ କାହାଣୀ
[05:40.59]ସୀତା ରାମଙ୍କର ଅଲିଭା ବାଣୀ
[05:46.52]ଯେତେ କରିଲେ କରମ
[05:48.90]ଯେତେ କରିଲେ ଧରମ
[05:51.94]ଯେତେ କରିଲେ କରମ
[05:54.63]ଯେତେ କରିଲେ ଧରମ
[05:57.48]ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ
[06:03.71]ସତ ମୁଁ କହୁଚି ତୋ ରାଣ ଖାଉଚି
[06:15.65]ସତ ମୁଁ କହୁଚି ତୋ ରାଣ ଖାଉଚି
[06:28.32]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Raja Kahe Rani by Mohammed Aziz
1. Who is the singer of "Raja Kahe Rani" song?
⇒ Mohammed Aziz has sung the song "Raja Kahe Rani".
2. Which album is the "Raja Kahe Rani" song from?
⇒ The song "Raja Kahe Rani" is from the album Mohammed Aziz.
3. In which language is the "Raja Kahe Rani" song composed?
⇒ The song "Raja Kahe Rani" is composed in the English language.
4. What is the official duration of the "Raja Kahe Rani" song?
⇒ The official duration of "Raja Kahe Rani" is 06:49.32.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Mohammed Aziz - Raja Kahe Rani