Read, copy, and download the Tora Lamba Beni lyrics LRC file, which provides synchronized music subtitles for the song Tora Lamba Beni by Shakti Mishra from the album Manini. Our LRC file is created using the free "LRC File Maker" tool and matches the official length of the song, which is 03:53.63. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Tora Lamba Beni]
[ar:Shakti Mishra]
[al:Manini]
[lang:Oriya]
[length:03:53.63]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:29.82]ତୋର ଲମ୍ବା ବେଣି ଆଉ ତୋ ଚାହାଣି
[00:36.50]ତୋର ଲମ୍ବା ବେଣି ଆଉ ତୋ ଚାହାଣି
[00:38.98]ମୋତେ କରିଦେଲା ଗୁଣି
[00:43.16]ଆଲୋ ମାନିନୀ
[00:45.26]ହୋଏ, ଆଲୋ ମାନିନୀ
[00:48.33]ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[00:51.45]ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[00:54.50]ତୋତେ କରିବି ଆଜି ମୋ ରାଣୀ
[00:58.40]ଆଲୋ ମାନିନୀ
[01:00.30]ହୋଏ-ହୋଏ-ହୋଏ, ଆଲୋ ମାନିନୀ
[01:28.00]ହୁଁ, ଅମାନିଆ ମନ ତୋର, ବୟସ ୧୭
[01:31.63]ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
[01:37.77]ଅମାନିଆ ମନ ତୋର, ବୟସ ୧୭
[01:40.77]ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
[01:43.88]କଅଁଳ ପୀରତି ତୋର, ମନଲୋଭା ଠାଣି
[01:46.93]ନହୁଲି ବୟସ ତୋର, ମନ ନିଏ କିଣି
[01:51.80]ତୋର ହରିଣୀ-ଆଖି ମୋତେ କହୁଛି ଡାକି
[01:54.35]ତୋର ହରିଣୀ-ଆଖି ମୋତେ କହୁଛି ଡାକି
[01:57.37]ଆମ ସାହିର ନାଲି-ଓଢଣୀ
[02:01.38]ଆଲୋ ମାନିନୀ
[02:03.43]ହାଏ-ହାଏ-ହାଏ, ଆଲୋ ମାନିନୀ
[02:31.72]ପାଦର ପାଉଁଜି ତୋର ରାଜହଂସୀ-ଚାଲି
[02:34.80]ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
[02:40.64]ହଁ, ପାଦର ପାଉଁଜି ତୋର ରାଜହଂସୀ-ଚାଲି
[02:43.78]ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
[02:47.20]ମତୁଆଲା ରୂପ, ରଙ୍ଗ, ଫଗୁଣର ଘର
[02:50.11]ଚୁପି-ଚୁପି କଥା କେତେ ଇଶାରାରେ ତୋର
[02:54.30]ତୋର ମୁରକି ହସ, ମୋତେ କଲା ବେହୋସ
[02:57.58]ତୋର ମୁରକି ହସ, ମୋତେ କଲା ବେହୋସ
[03:00.50]ତୁ ପୁନେଇ-ରାତି ଚାନ୍ଦିନୀ
[03:04.49]ଆଲୋ ମାନିନୀ
[03:06.55]ହାଏ-ହାଏ-ହାଏ, ଆଲୋ ମାନିନୀ
[03:09.71]ତୋର ଲମ୍ବା ବେଣି ଆଉ ତୋ ଚାହାଣି
[03:15.92]ତୋର ଲମ୍ବା ବେଣି ଆଉ ତୋ ଚାହାଣି
[03:18.96]ମୋତେ କରିଦେଲା ଗୁଣି
[03:23.13]ଆଲୋ ମାନିନୀ
[03:25.10]ହାଏ-ହାଏ-ହାଏ, ଆଲୋ ମାନିନୀ
[03:28.60]ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[03:31.28]ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[03:34.36]ତୋତେ କରିବି ଆଜି ମୋ ରାଣୀ
[03:38.42]ଆଲୋ ମାନିନୀ
[03:40.44]ହାଏ-ହାଏ-ହାଏ, ଆଲୋ ମାନିନୀ
[03:44.54]ଆଲୋ ମାନିନୀ, ହଁ
[03:47.44]ଆଲୋ ମାନିନୀ
[03:49.87]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Tora Lamba Beni by Shakti Mishra
1. Who is the singer of "Tora Lamba Beni" song?
⇒ Shakti Mishra has sung the song "Tora Lamba Beni".
2. Which album is the "Tora Lamba Beni" song from?
⇒ The song "Tora Lamba Beni" is from the album Manini.
3. In which language is the "Tora Lamba Beni" song composed?
⇒ The song "Tora Lamba Beni" is composed in the Oriya language.
4. What is the official duration of the "Tora Lamba Beni" song?
⇒ The official duration of "Tora Lamba Beni" is 03:53.63.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Shakti Mishra - Tora Lamba Beni