Read, copy, and download the Srabana Akashe Megha lyrics LRC file, which provides synchronized music subtitles for the song Srabana Akashe Megha by Babul Supriyo from the album Babul Supriyo. Our LRC file is created using the free "LRC File Maker" tool and matches the official length of the song, which is 04:36.36. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Srabana Akashe Megha]
[ar:Babul Supriyo]
[al:Babul Supriyo]
[lang:English]
[length:04:36.36]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:57.03]ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
[01:05.75]ଫଗୁଣ ଫୁଲରେ ରଙ୍ଗ, ଖାସ୍ ତୁମରି ପାଇଁ
[01:13.80]ମୋତେ ଲାଗେ ମୁଁ ସତେ, ଖାସ୍ ତୁମରି ପାଇଁ
[01:18.55]ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
[01:27.12]ଫଗୁଣ ଫୁଲରେ ରଙ୍ଗ, ଖାସ୍ ତୁମରି ପାଇଁ
[01:35.11]ମୋତେ ଲାଗେ ମୁଁ ସତେ, ଖାସ୍ ତୁମରି ପାଇଁ
[01:41.32]ଖାସ୍ ତୁମେ, ଖାସ୍ ତୁମେ
[01:45.82]ଖାସ୍ ତୁମେ, ଖାସ୍ ତୁମେ
[01:50.59]ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
[01:59.35]ଖାସ୍ ତୁମରି ପାଇଁ
[02:03.31]♪
[02:29.38]ନଈ ବୋହୁଥିଲା, ଗୀତ ଗାଉଥିଲା
[02:33.76]ମନ ଯାଉଥିଲା ଛୁଇଁ-ଛୁଇଁ
[02:38.68]ସାଗରରେ ମିଶିବାର ଆଶା ନେଇ
[02:42.49]ଜହ୍ନ ହସୁଥିଲା, ଫୁଲ ବସୁଥିଲା
[02:46.69]ରାତି ବସିଥିଲା ବାଟ୍ ଚାହିଁ
[02:51.90]ଟୋପି-ଟୋପି କାକରରେ ଓଦା ହୋଇ
[02:55.66]ମୁଁ ଚାହିଁ ବସିଛି ଖାସ୍ ତୁମରି ପାଇଁ
[03:01.81]ଖାସ୍ ତୁମେ, ଖାସ୍ ତୁମେ
[03:06.03]ଖାସ୍ ତୁମେ, ଖାସ୍ ତୁମେ
[03:10.61]♪
[03:23.32]ଶୀତ ହେଉଥିଲା, ଦେହ ଥରୁଥିଲା
[03:27.74]ଆଖି ଯାଉଥିଲା ନଇଁ-ନଇଁ
[03:32.52]ଲହରୀରେ ନାଚୁଥିଲା ଜହ୍ନ ଛାଇ
[03:36.41]ମେଘ ଭାସୁଥିଲା, ଭାସି ଯାଉଥିଲା
[03:40.63]ମୋତେ ଏଇ କଥା କହି-କହି
[03:45.29]ଚାଲିବାକୁ ହେବ ସାଥି ଏକା ହୋଇ
[03:49.08]ମନେହୁଏ ଏ ସବୁ ଖାସ୍ ତୁମରି ପାଇଁ
[03:53.87]ଶ୍ରାବଣ ଆକାଶେ ମେଘ, ଖାସ୍ ତୁମରି ପାଇଁ
[04:02.43]ଫଗୁଣ ଫୁଲରେ ରଙ୍ଗ, ଖାସ୍ ତୁମରି ପାଇଁ
[04:10.03]ମୋତେ ଲାଗେ ମୁଁ ସତେ, ଖାସ୍ ତୁମରି ପାଇଁ
[04:16.10]ଖାସ୍ ତୁମେ, ଖାସ୍ ତୁମେ
[04:20.42]ଖାସ୍ ତୁମେ, ଖାସ୍ ତୁମେ
[04:25.11]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Srabana Akashe Megha by Babul Supriyo
1. Who is the singer of "Srabana Akashe Megha" song?
⇒ Babul Supriyo has sung the song "Srabana Akashe Megha".
2. Which album is the "Srabana Akashe Megha" song from?
⇒ The song "Srabana Akashe Megha" is from the album Babul Supriyo.
3. In which language is the "Srabana Akashe Megha" song composed?
⇒ The song "Srabana Akashe Megha" is composed in the English language.
4. What is the official duration of the "Srabana Akashe Megha" song?
⇒ The official duration of "Srabana Akashe Megha" is 04:36.36.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Babul Supriyo - Srabana Akashe Megha