Read, copy, and download the Saja Tulashi lyrics LRC file, which provides synchronized music subtitles for the song Saja Tulashi by Babul Supriyo from the album Babul Supriyo. Our LRC file is created using the free "LRC File Maker" tool and matches the official length of the song, which is 06:16.60. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Saja Tulashi]
[ar:Babul Supriyo]
[al:Babul Supriyo]
[lang:English]
[length:06:16.60]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:36.98]ଖେଳ ସରିଗଲା ମୁଁ ଫେରି ଯାଉଛି
[00:48.73]♪
[01:05.02]ଖେଳ ସରିଗଲା ମୁଁ ଫେରି ଯାଉଛି
[01:10.82]ଖେଳ ସରିଗଲା ମୁଁ ଫେରି ଯାଉଛି
[01:16.70]ତୁଣ୍ଡରେ ମୋ ଦିଅ ଟିକେ ସଜ ତୁଳସୀ
[01:22.51]ଖାଲି ହାତ ନେଇ ଚାଲିଯିବି ହସି-ହସି
[01:28.11]ଖାଲି ହାତ ନେଇ ଚାଲିଯିବି ହସି-ହସି
[01:33.90]ସ୍ୱର୍ଗ ଦୁଆର ଯିବା ବେଳ ଆସିଛି
[01:42.51]ଖେଳ ସରିଗଲା ମୁଁ ଫେରି ଯାଉଛି
[01:48.27]ଖେଳ ସରିଗଲା ମୁଁ ଫେରି ଯାଉଛି
[01:55.05]♪
[02:25.34]ଆସିଥିଲି ଏକା ମୁଁ, ଯିବି ଏକା
[02:31.08]ଜୀବ ଗଲା ବେଳେ କାଳିଆ ମୋ ସଖା
[02:36.60]ତାର ନିର୍ମାଲ୍ୟ ଟିକେ ମତେ ଚଖା
[02:42.09]କାନେ କହିଦିଅ ରାମନାମ ଗାଥା
[02:48.13]♪
[02:53.53]ଆସିଥିଲି ଏକା ମୁଁ, ଯିବି ଏକା
[02:59.08]ଜୀବ ଗଲା ବେଳେ କାଳିଆ ମୋ ସଖା
[03:04.67]ତାର ନିର୍ମାଲ୍ୟ ଟିକେ ମତେ ଚଖା
[03:10.19]କାନେ କହିଦିଅ ରାମନାମ ଗାଥା
[03:15.95]ଛଅ ଖଣ୍ଡି କାଠେ ବାନ୍ଧି ମୋ କୋକେଇ
[03:21.63]ଛଅ ଖଣ୍ଡି କାଠେ ବାନ୍ଧି ମୋ କୋକେଇ
[03:27.02]ଚନ୍ଦନ ପାଣିରେ ଦିଅ ପୋଛି
[03:35.37]ଖେଳ ସରିଗଲା ମୁଁ ଫେରି ଯାଉଛି
[03:41.28]ଖେଳ ସରିଗଲା ମୁଁ ଫେରି ଯାଉଛି
[03:47.43]♪
[04:17.88]ଯେତେ କରିଅଛି ମୁଁ ପାପ ପୁଣ୍ୟ
[04:23.46]ସବୁ ଜାଣି ଅଛି ସେ କଳାବଦନ
[04:28.94]ମିଛ ମାୟା ଭରା ମୋର ଏ ଜୀବନ
[04:34.66]ପାଉଁଶର ତଳେ ହେବ ସମାଧାନ
[04:40.56]♪
[04:45.78]ଯେତେ କରିଅଛି ମୁଁ ପାପ ପୁଣ୍ୟ
[04:51.42]ସବୁ ଜାଣି ଅଛି ସେ କଳାବଦନ
[04:56.90]ମିଛ ମାୟା ଭରା ମୋର ଏ ଜୀବନ
[05:02.47]ପାଉଁଶର ତଳେ ହେବ ସମାଧାନ
[05:08.07]ମିଛ ଦୁନିଆରୁ ମୁଁ ମୋହ ତୁଟେଇ
[05:13.73]ମିଛ ଦୁନିଆରୁ ମୁଁ ମୋହ ତୁଟେଇ
[05:19.34]କାଳିଆକୁ କରିଛି ଶେଷ ସାଥି
[05:27.65]ଖେଳ ସରିଗଲା ମୁଁ ଫେରି ଯାଉଛି
[05:33.28]ଖେଳ ସରିଗଲା ମୁଁ ଫେରି ଯାଉଛି
[05:38.81]ତୁଣ୍ଡରେ ମୋ ଦିଅ ଟିକେ ସଜ ତୁଳସୀ
[05:44.41]ଖାଲି ହାତ ନେଇ ଚାଲିଯିବି ହସି-ହସି
[05:49.94]ଖାଲି ହାତ ନେଇ ଚାଲିଯିବି ହସି-ହସି
[05:55.47]ସ୍ୱର୍ଗ ଦୁଆର ଯିବା ବେଳ ଆସିଛି
[06:03.73]ଖେଳ ସରିଗଲା ମୁଁ ଫେରି ଯାଉଛି
[06:09.23]ଖେଳ ସରିଗଲା ମୁଁ ଫେରି ଯାଉଛି
[06:16.31]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Saja Tulashi by Babul Supriyo
1. Who is the singer of "Saja Tulashi" song?
⇒ Babul Supriyo has sung the song "Saja Tulashi".
2. Which album is the "Saja Tulashi" song from?
⇒ The song "Saja Tulashi" is from the album Babul Supriyo.
3. In which language is the "Saja Tulashi" song composed?
⇒ The song "Saja Tulashi" is composed in the English language.
4. What is the official duration of the "Saja Tulashi" song?
⇒ The official duration of "Saja Tulashi" is 06:16.60.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Babul Supriyo - Saja Tulashi