Read, copy, and download the Aasila Re Labani Chora lyrics LRC file, which provides synchronized music subtitles for the song Aasila Re Labani Chora by Sonu Nigam from the album Mohammed Aziz. Our LRC file is created using the free "LRC File Maker" tool and matches the official length of the song, which is 04:12.49. Additionally, you can download the lyrics in TXT (.txt), SRT (.srt), and PDF (.pdf) formats.
[ti:Aasila Re Labani Chora]
[ar:Sonu Nigam]
[al:Mohammed Aziz]
[lang:English]
[length:04:12.49]
[by:Jun]
[re:www.rclyricsband.com]
[ve:v0.0.5]
[00:00.00]
[00:22.12]ଆସିଲା ରେ ଲବଣି ଚୋର
[00:25.71]ନେଇଯିବ ରାଧାକୁ ତାର
[00:29.27]ଆସିଲା ରେ ଲବଣି ଚୋର
[00:32.86]ନେଇଯିବ ରାଧାକୁ ତାର
[00:36.60]ବାସୁଛି କଦମ୍ବ, ବୋହୁଛି ଯମୁନା
[00:40.07]ବାସୁଛି କଦମ୍ବ, ବୋହୁଛି ଯମୁନା
[00:43.72]ଉଠୁଛି ପଡୁଛି ଗୋପନଗର
[00:47.17]ଆସିଲା ରେ ଲବଣି ଚୋର
[00:50.91]ନେଇଯିବ ରାଧାକୁ ତାର
[00:54.44]ଆସିଲା ରେ ଲବଣି ଚୋର
[00:57.95]ନେଇଯିବ ରାଧାକୁ ତାର
[01:01.24]♪
[01:18.32]ରାଧାର ଓଢଣୀ ଖସିଲା, ଖୁସିରେ ତା ମନ ନାଚିଲା
[01:25.56]ପାଦର ପାଉଁଜି ହଜିଲା, କାଖର କଳସି ଭାଙ୍ଗିଲା
[01:36.29]ରାଧାର ଓଢଣୀ ଖସିଲା, ଖୁସିରେ ତା ମନ ନାଚିଲା
[01:43.67]ପାଦର ପାଉଁଜି ହଜିଲା, କାଖର କଳସି ଭାଙ୍ଗିଲା
[01:50.77]ରାଧିକା ଲୁଚୁଛି, କହ୍ନେଇ ଖୋଜୁଛି
[01:54.34]ରାଧିକା ଲୁଚୁଛି, କହ୍ନେଇ ଖୋଜୁଛି
[01:57.96]ଲୁଚକାଳି ଖେଳ କେଡେ ସୁନ୍ଦର
[02:01.50]ଆସିଲା ରେ ଲବଣି ଚୋର
[02:05.01]ନେଇଯିବ ରାଧାକୁ ତାର
[02:08.61]ଆସିଲା ରେ ଲବଣି ଚୋର
[02:12.10]ନେଇଯିବ ରାଧାକୁ ତାର
[02:15.43]♪
[02:32.13]ରାଧିକା ରହି କି ପାରିବ, ଯଦି ତା ବଇଁଶୀ ବାଜିବ
[02:39.47]ଆକଟ ସବୁ ସେ ଭୁଲିବ, କହ୍ନେଇ ପାଖକୁ ଆସିବ
[02:50.08]ରାଧିକା ରହି କି ପାରିବ, ଯଦି ତା ବଇଁଶୀ ବାଜିବ
[02:57.19]ଆକଟ ସବୁ ସେ ଭୁଲିବ, କହ୍ନେଇ ପାଖକୁ ଆସିବ
[03:04.33]ଦେହରେ ମନରେ ପ୍ରେମ ରଙ୍ଗ ବୋଳି
[03:07.88]ଦେହରେ ମନରେ ପ୍ରେମ ରଙ୍ଗ ବୋଳି
[03:11.36]ଛାଡି ଚାଲିଯିବ ଗୋପନଗର
[03:14.87]ଆସିଲା ରେ ଲବଣି ଚୋର
[03:18.49]ନେଇଯିବ ରାଧାକୁ ତାର
[03:21.94]ଆସିଲା ରେ ଲବଣି ଚୋର
[03:25.42]ନେଇଯିବ ରାଧାକୁ ତାର
[03:29.10]ବାସୁଛି କଦମ୍ବ, ବୋହୁଛି ଯମୁନା
[03:32.44]ବାସୁଛି କଦମ୍ବ, ବୋହୁଛି ଯମୁନା
[03:35.98]ଉଠୁଛି ପଡୁଛି ଗୋପନଗର
[03:39.52]ଆସିଲା ରେ ଲବଣି ଚୋର
[03:43.12]ନେଇଯିବ ରାଧାକୁ ତାର
[03:46.71]ଆସିଲା ରେ ଲବଣି ଚୋର
[03:50.18]ନେଇଯିବ ରାଧାକୁ ତାର
[03:53.51]ଆସିଲା ରେ ଲବଣି ଚୋର
[03:57.20]ନେଇଯିବ ରାଧାକୁ ତାର
[04:00.45]ଆସିଲା ରେ ଲବଣି ଚୋର
[04:04.12]ନେଇଯିବ ରାଧାକୁ ତାର
[04:07.83]RCLyricsBand.Com
This LRC file may not match your music if the duration is not the same. Click Edit below and simply apply an offset (+0.10 sec, -0.10 sec, etc.)
You May Listen Aasila Re Labani Chora by Sonu Nigam
1. Who is the singer of "Aasila Re Labani Chora" song?
⇒ Sonu Nigam has sung the song "Aasila Re Labani Chora".
2. Which album is the "Aasila Re Labani Chora" song from?
⇒ The song "Aasila Re Labani Chora" is from the album Mohammed Aziz.
3. In which language is the "Aasila Re Labani Chora" song composed?
⇒ The song "Aasila Re Labani Chora" is composed in the English language.
4. What is the official duration of the "Aasila Re Labani Chora" song?
⇒ The official duration of "Aasila Re Labani Chora" is 04:12.49.
5. Can I reupload this LRC file on the internet?
⇒ Sorry, you are not allowed to reupload this LRC file on the internet without permission. This is only for your personal use.
6. Does this LRC file perfectly match the official song?
⇒ Yes, it does most of the time, but sometimes you may need to apply an offset using our tool, LRC File Maker (e.g., +10 or -10).
Sonu Nigam - Aasila Re Labani Chora